କଳାହାଣ୍ଡି: ୫ ମାସରେ ମଲେଣି ୯ ହାତୀ, ହାତ ବାନ୍ଧି ବସିଛି ବନବିଭାଗ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ ପାଞ୍ଚମାସରେ ୯ଟି ହାତୀ ପ୍ରାଣ ହରାଇବା ପରେ ଜାତୀୟ ସ୍ତରରେ ବନ୍ୟପ୍ରାଣୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନବିଭାଗ ପକ୍ଷରୁ ଏନେଇ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ହାତୀ ମଡ଼କ ସମୟରେ ଟ୍ରାକିଂ କ୍ୟାମେରା କଢ଼ାଯିବା ଓ ସମ୍ପୃକ୍ତ ଅଧିକାରୀ ସେହି ସମୟରେ ହିଁ ଦାୟିତ୍ବ ନେବା ଘଟଣା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ସନ୍ଦେହ ସୃଷ୍ଟି … Continue reading କଳାହାଣ୍ଡି: ୫ ମାସରେ ମଲେଣି ୯ ହାତୀ, ହାତ ବାନ୍ଧି ବସିଛି ବନବିଭାଗ